୧୧ ସେପ୍ଟେମ୍ବର

  ୨୦୧୯ (ବୁଧବାର)
  ୨୦୧୮ (ମଙ୍ଗଳବାର)
  ୨୦୧୭ (ସୋମବାର)
  ୨୦୧୬ (ରବିବାର)
  ୨୦୧୫ (ଶୁକ୍ରବାର)
  ୨୦୧୪ (ଗୁରୁବାର)
  ୨୦୧୩ (ବୁଧବାର)
  ୨୦୧୨ (ମଙ୍ଗଳବାର)
  ୨୦୧୧ (ରବିବାର)
  ୨୦୧୦ (ଶନିବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୧ ସେପ୍ଟେମ୍ବର ବର୍ଷର ୨୫୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୧ ଦିନ ବାକି ଅଛି ।

  • ୨୦୦୧: ଅଲ୍-କାଏଦା ପକ୍ଷରୁ ଯୁକ୍ତରାଜ୍ୟ ଆମେରିକାରେ ଥିବା ବିଶ୍ୱ ବାଣିଜ୍ୟ କେନ୍ଦ୍ର (World Trade Center) ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୨,୯୯୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା, ୬୦୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ ଓ ଅତି କମ୍‌ରେ ୧୦ ବିଲିୟନ୍ ଡଲାର୍ ସମ୍ପତ୍ତି ନଷ୍ଟ ହୋଇଥିଲା ।
  • ୧୯୮୭: ହିନ୍ଦୀ କବି ତ‌ଥା ସ୍ୱାଧିନତା ସଂଗ୍ରାମୀ ମହାଦେବୀ ବର୍ମା ମୃତ୍ୟୁବରଣ କରିଥିଲେ ।

ଛାଞ୍ଚ:ଅଧାର

Other Languages

Copyright